Mark 9:42 — Compare Translations
7 translations compared side by side
Odia - 1840
"ଯଦି ଏହି େଛାଟ ଅ ବୋଧ ପିଲାମାନଙ୍କ ମଧ୍ଯରୁ ମାେତେ କହେି ବିଶ୍ବାସ କରୁଥାଏ ଏବଂ ଆଉ ଜଣେ ଲୋକ ସହେି ପିଲାଟିକୁ ପାପ କର୍ମ ରେ ଲିପ୍ତ କରାଏ, ତବେେ ସେ ଲୋକଟି ପାଇଁ ଏହା ଅତ୍ଯନ୍ତ ଖରାପ ହବେ। ସେ ଲୋକ ବକରେେ ଚକି ପଥରଟିଏ ବାନ୍ଧି ଦଇେ ତାକୁ ସମୁଦ୍ର ରେ ଫିଙ୍ଗି ଦବୋ ତା ପାଇଁ ଭଲ ହାଇେଥାଆନ୍ତା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯେକେହି ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇ ଥାଆନ୍ତା ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଯେ କେହି ମୋର ଏହି ବିଶ୍ୱାସୀମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ଜଣକର ବିଶ୍ୱାସରେ ବିଘ୍ନ ଘଟାଏ, ତା’ ଗଳାରେ ଗୋଟିଏ ଚକିପଥର ବାନ୍ଧି ତାକୁ ସମୁଦ୍ର ଭିତରେ ଫୋପାଡ଼ି ଦେବା ତା’ ପାଇଁ ଶ୍ରେୟସ୍କର ହେବ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
Odia IRV 2017 (ଓଡିଆ ବାଇବେଲ)
ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಮಾಜೆ ವರ್ತಿ ವಿಶ್ವಾಸ್ ಥವ್ತಲ್ಯಾ ಹ್ಯಾ ಬಾರಿಕ್ಲ್ಯಾತ್ನಿ, ಎಕ್ಲ್ಯಾಕ್ ಸೈತ್ ವಿಶ್ವಾಸ್ ಕಳ್ದುನ್ ಘೆವ್ಕ್ ಕೊನ್ ಕಾರನ್ ಹೊತಾ, ತೆಚಾ ಗಳ್ಯಾತ್ ಎಕ್ ಮೊಟೊ ಜಾತ್ಯಾಚೊ ಗುಂಡೊ ಭಾಂದುನ್ ಸಮುಂದರಾತ್ ತಾಕಲ್ಲೆ ಬರೆ,