Mark 9:44 — Compare Translations
5 translations compared side by side
Odia - 1840
"କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତ ରେ ତୁମ୍ଭକୁ ଫିଙ୍ଗି ଦିଆୟିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହାଇେ ଅନନ୍ତ ଜୀବନ ଲାଭ କରିବା ଭଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
[କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।]
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
[କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।]
Odia IRV 2017 (ଓଡିଆ ବାଇବେଲ)
[କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ ।]
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಉಲ್ಲ್ಯಾ ಗ್ರಿಕ್ ಪ್ರತಿಯಾತ್ನಿ ಚಾಳಿಸಾರ್ ಚಾರ್ವೆವೆಚಿ ಗೊಸ್ಟ್ ಹಾಯ್, ತೆ ಚಾಳಿಸಾರ್ ಆಟ್ವೆಚಿ ಗೊಸ್ಟ್ ಅಸಲ್ಲ್ಯಾ ಸರ್ಕೆ ಹಾಯ್.