Mark 9:49 — Compare Translations

7 translations compared side by side

Odia - 1840
"ନିଆଁ ରେ ପ୍ରେତ୍ୟକକ ଲୋକକୁ ଦଣ୍ଡିତ କରାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଲବଣ ଦ୍ୱାରା ଯେପରି ବଳି ନୈବେଦ୍ୟ ଶୁଚି ହୁଏ, ସେହିପରି ଅଗ୍ନି ଦ୍ୱାରା ସମସ୍ତେ ପବିତ୍ର ହେବେ।
Odia Bible ERV 2004 (ପବିତ୍ର ବାଇବଲ)
“ନିଆଁରେ ପ୍ରତ୍ୟେକ ଲୋକକୁ ଦଣ୍ଡିତ କରାଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಬಲಿ ಮಿಟ್ಟಾನ್ ಪವಿತ್ರ್ ಕರ್ಲ್ಯಾ ಸರ್ಕೆ ಸಗ್ಳ್ಯಾ ಜಾನಾಕ್ನಿ ಆಗಿನ್ ಪವಿತ್ರ್ ಕರುನ್ ಹೊತಾ.”