Matthew 1:11 — Compare Translations
7 translations compared side by side
Odia - 1840
"ଯୋଶିୟୟ, ୟିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇଶ୍ରା ଯେଲ"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମୋନଙ୍କ ପୁତ୍ର ଯୋଶିୟ; ଯୋଶିୟଙ୍କ ପୁତ୍ର ଯିଖନିୟ (ବାବିଲୋନ ଦେଶକୁ ନିର୍ବାସିତ ହେବା ସମୟରେ ଯିଖନିୟ ଜନ୍ମ ହୋଇଥିଲେ।)
Odia Bible ERV 2004 (ପବିତ୍ର ବାଇବଲ)
ଯୋଶିୟ, ଯିକନିୟ ଓ ତାହାଙ୍କ ଭାଇମାନଙ୍କ ବାପା। (ଏହା ଇସ୍ରାଏଲ ଲୋକଙ୍କୁ କ୍ରୀତଦାସ କରି ବାବିଲୋନ ନିଆଯାଉଥିବା ସମୟର କଥା।)
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ବାବିଲୋନକୁ ନିର୍ବାସିତ ହେବା ସମୟରେ ଯୋଷୀୟ ଯିକନୀୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಯೊಸಿಯಾ ಯೆಕೊನಿಯಾಚೊ ಅನಿ ಭಾವಾಂಚೊ ಬಾಬಾ. ಹೆಂಚ್ಯಾ ಕಾಲಾತ್ ಇಸ್ರಾಯೆಲಾಚ್ಯಾ ಲೊಕಾಕ್ನಿ ಬಾಬಿಲೊನಾಕ್ ಧರುನ್ ಘೆವ್ನ್ ಗೆಲ್ಲ್ಯಾನಿ.