Matthew 1:2 — Compare Translations
7 translations compared side by side
Odia - 1840
"ଅବ୍ରହାମ ଇସ୍ହାକଙ୍କ ବାପା"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୁଦା ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଅବ୍ରାହାମଙ୍କ ପୁତ୍ର ଯିସହାକ; ଯିସହାକଙ୍କ ପୁତ୍ର ଯାକୁବ; ଯାକୁବଙ୍କ ପୁତ୍ର ଯିହୁଦା;
Odia Bible ERV 2004 (ପବିତ୍ର ବାଇବଲ)
ଅବ୍ରହାମ ଇସ୍ହାକଙ୍କ ବାପା। ଇସ୍ହାକ ଯାକୁବଙ୍କ ବାପା। ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କର ବାପା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
Odia IRV 2017 (ଓଡିଆ ବାଇବେଲ)
ଅବ୍ରାହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಬ್ರಾಹಾಮ್ ಇಸಾಕಾಚೊ ಬಾಬಾ, ಇಸಾಕ್ ಜಾಕೊಬಾಚೊ ಬಾಬಾ, ಅನಿ ಜಾಕೊಬ್ ಜುದಾ ಅನಿ ತೆಚ್ಯಾ ಭಾವಾಂಚೊ ಬಾಬಾ,