Matthew 1:3 — Compare Translations
7 translations compared side by side
Odia - 1840
"ୟିହୂଦା, ଫରେସ ଓ ସରହଙ୍କେ ବାପା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିହୁଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯିହୁଦା ଓ ଥାମାରଙ୍କ ପୁତ୍ର ଫେରସ ଓ କେରହ; ଫେରସଙ୍କ ପୁତ୍ର ହେସ୍ରୋଣ;
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦା, ଫେରସ ଓ ସେରହଙ୍କ ବାପା। (ତାମର, ସେମାନଙ୍କ ମା) ଫେରସ ହିଷ୍ରୋଣଙ୍କ ବାପା। ହିଷ୍ରୋଣ ଅରାମଙ୍କ ବାପା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
Odia IRV 2017 (ଓଡିଆ ବାଇବେଲ)
ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದಾ ಫೆರೆಜಾಚೊ ಅನಿ ಜೆರಾಚೊ ಬಾಬಾ ಅನಿ ಹೆಂಚ್ಯಾ ಬಾಯ್ಚೆ ನಾವ್ ತಾಮಾರ್, ಫೆರೆಜ್ ಹೆಸ್ರೊನಾಚೊ ಬಾಬಾ ಅನಿ ಹೆಸ್ರೊನ್ ಆರಾಮಾಚೊ ಬಾಬಾ,
Recommended Reading