Matthew 1:4 — Compare Translations
7 translations compared side by side
Odia - 1840
"ଅରାମ ଅମ୍ମୀନାଦାବଙ୍କ ବାପା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ହେସ୍ରୋଣଙ୍କ ପୁତ୍ର ଆରାମ; ଆରାମଙ୍କ ପୁତ୍ର ଅମିନାଦବ; ଅମିନାଦବଙ୍କ ପୁତ୍ର ନହଶୋନ; ନହଶୋନଙ୍କ ପୁତ୍ର ସଲ୍ଲୋନ;
Odia Bible ERV 2004 (ପବିତ୍ର ବାଇବଲ)
ଅରାମ ଅମ୍ମୀନାଦାବ ବାପା। ଅମ୍ମୀନାଦାବ ନହଶୋନଙ୍କ ବାପା। ନହଶୋନ ସଲମୋନଙ୍କ ବାପା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
Odia IRV 2017 (ଓଡିଆ ବାଇବେଲ)
ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆರಾಮ್ ಅಮಿನಾದಾಬಾಚೊ ಬಾಬಾ ಅನಿ ಅಮಿನಾದಾಬ್ ನಾಆಸೊನಾಚೊ ಬಾಬಾ ಅನಿ ನಾಆಸೊನ್ ಸಾಲ್ಮೊನಾಚೊ ಬಾಬಾ,