Matthew 1:5 — Compare Translations
7 translations compared side by side
Odia - 1840
"ସଲମାନେ ବୋୟଜଙ୍କ ବାପା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସଲମୋନ ରାହାବଙ୍କ ଗର୍ଭରୁ ବୋୟାଜଙ୍କୁ ଜନ୍ମ ଦେଲେ, ବୋୟାଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୟଙ୍କୁ ଜନ୍ମ ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସଲ୍ଲୋନ ଓ ରାହାବଙ୍କ ପୁତ୍ର ବୋୟଜ; ବୋୟଜ ଓ ଋତଙ୍କ ପୁତ୍ର ଓବେଦ; ଓବେଦଙ୍କ ପୁତ୍ର ଯିଶୟ;
Odia Bible ERV 2004 (ପବିତ୍ର ବାଇବଲ)
ସଲମୋନ ବୋୟାଜଙ୍କ ବାପା। (ବୋୟାଜଙ୍କ ମାଙ୍କ ନାମ ରାହାବ) ବୋୟାଜ ଓବେଦଙ୍କ ବାପା। (ରୂତ ଓବେଦଙ୍କ ମା) ଓବେଦ ଯିଶୟଙ୍କ ବାପା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,
Odia IRV 2017 (ଓଡିଆ ବାଇବେଲ)
ସଲମୋନ ରାହାବଙ୍କ ଗର୍ଭରୁ ବୋୟାଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾಲ್ಮೊನ್ ಬೊಆಜಾಚೊ ಬಾಬಾ ಅನಿ ಬೊಆಜಾಚ್ಯಾ ಬಾಯ್ಚೆ ನಾವ್ ರಾಹಾಬ್, ಬೊಆಜ್ ಒಬೆದಾಚೊ ಬಾಬಾ ಅನಿ ರುತ್ ಒಬೆದಾಚಿ ಬಾಯ್, ಒಬೆದ್ ಯೆಸ್ಸೆಚೊ ಬಾಬಾ ಅನಿ ಯೆಸ್ಸೆ ದಾವಿದ್ ರಾಜಾಚೊ ಬಾಬಾ,