Matthew 1:7 — Compare Translations

7 translations compared side by side

Odia - 1840
"ଶଲମାନେ ରିହବିଯାମଙ୍କ ବାପା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଶଲୋମନଙ୍କ ପୁତ୍ର ରହବୟାମ; ରହବୟାମଙ୍କ ପୁତ୍ର ଅବିୟ;
Odia Bible ERV 2004 (ପବିତ୍ର ବାଇବଲ)
ଶଲୋମନ ରିହବିୟାମଙ୍କ ବାପା। ରିହବିୟାମ ଅବିୟଙ୍କ ବାପା। ଅବିୟ ଆସାଙ୍କ ବାପା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
Odia IRV 2017 (ଓଡିଆ ବାଇବେଲ)
ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾಲ್ಮಾವ್ ರೆಹೊಬೊಆಮಾಚೊ ಬಾಬಾ, ರೆಹೊಬೊಆಮ್ ಅಬಿಯಾಚೊ ಬಾಬಾ, ಅಬಿಯಾ ಆಸಾಚೊ ಬಾಬಾ.