Matthew 1:9 — Compare Translations

7 translations compared side by side

Odia - 1840
"ଉଜ୍ଜିୟ ଯୋଥମଙ୍କ ବାପା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସଙ୍କୁ ଜନ୍ମ ଦେଲେ, ଆହସ ହିଜକୀୟଙ୍କୁ ଜନ୍ମ ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଉଜ୍ଜିୟଙ୍କ ପୁତ୍ର ଯୋଥାମ୍; ଯୋଥାମ୍ଙ୍କ ପୁତ୍ର ଆହାଜ; ଆହାଜଙ୍କ ପୁତ୍ର ହିଜକିୟ;
Odia Bible ERV 2004 (ପବିତ୍ର ବାଇବଲ)
ଉଜିୟ ଯୋଥମଙ୍କ ବାପା। ଯୋଥମ୍ ଆହାସଙ୍କ ବାପା। ଆହାସ ହିଜକିୟଙ୍କ ବାପା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍‌ଙ୍କୁ ଜନ୍ମ ଦେଲେ, ଆହସ୍‌ ହିଜକୀୟଙ୍କୁ ଜନ୍ମ ଦେଲେ,
Odia IRV 2017 (ଓଡିଆ ବାଇବେଲ)
ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସଙ୍କୁ ଜନ୍ମ ଦେଲେ, ଆହସ ହିଜକୀୟଙ୍କୁ ଜନ୍ମ ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಒಸ್ಸಿಯಾ ಯೊತಾಮಾಚೊ ಬಾಬಾ, ಯೊತಾಮ್ ಆಖಾಜಾಚೊ ಬಾಬಾ, ಅನಿ ಆಖಾಜ್ ಹಿಜ್ಕಿಯಾಚೊ ಬಾಬಾ,