Matthew 10:14 — Compare Translations
7 translations compared side by side
Odia - 1840
"ଯଦି କହେି ହେଲେ ତୁମ୍ଭର ସ୍ବାଗତ କରୁ ନାହାଁନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାଁନ୍ତି, ତବେେ ସେ ଘର ବା ନଗର ଛାଡିଦିଅ। ତୁମ୍ଭ ପାଦ ରେ ଲାଗିଥିବା ଧୂଳି ମଧ୍ଯ ସହେିଠା ରେ ଝାଡିଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯେକେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ଵା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି କୌଣସି ଗୃହରେ ବା ସହରେ ତୁମକୁ ଲୋକେ ଗ୍ରହଣ କରନ୍ତି ନାହିଁ, ପାଦରୁ ଧୂଳି ଝାଡ଼ିଦେଇ ସେ ସ୍ଥାନ ପରିତ୍ୟାଗ କର।
Odia Bible ERV 2004 (ପବିତ୍ର ବାଇବଲ)
ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಜರ್ ಎಕ್ ಗಾವಾತ್ಲ್ಯಾ ಲೊಕಾನಿ ನಾಹೊಲ್ಯಾರ್ ಘರಾತ್ಲ್ಯಾ ಲೊಕಾನಿ ತುಮ್ಕಾ ಮರ್ಯಾದ್ ದಿನಸ್ಲ್ಯಾರ್, ಅನಿ ತುಮಿ ಸಾಂಗಲ್ಲೆ ಆಯ್ಕಿನಸ್ಲ್ಯಾರ್ ತೊ ಜಾಗೊ ಸೊಡುನ್ ಫಿಡೆ ಚಲಾ, ಅನಿ ಜಾತಾನಾ ತುಮ್ಚ್ಯಾ ಪಾಯಾಂಚಿ ಧುಳ್ ಫಾಪ್ಡಾ.