Matthew 10:21 — Compare Translations
7 translations compared side by side
Odia - 1840
"ଭାଇ ତା ନିଜ ଭାଇକ,ୁ ବାପା-ମାଆ ନିଜ ପିଲାପିଲିଙ୍କୁ ମରଣ ମୁହଁକୁ ଠଲେି ଦବେେ। ପିଲାମାନେ ନିଜ ବାପା-ମାଆଙ୍କ ବରୁଦ୍ଧ ରେ ଠିଆ ହବେେ ଓ ତାହାଙ୍କୁ ମାରି ପକାଇବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଲୋକେ ନିଜ ଭାଇମାନଙ୍କୁ ମୃତ୍ୟଦଣ୍ଡ ଲେଗିବା ପାଇଁ ଧରାଇ ଦେବେ। ନତା ମଧ୍ୟ ନିଜ ସନ୍ତାନମାନଙ୍କ ପ୍ରତି ସେହିପରି ବ୍ୟବହାର କରିବେ। ପୁତ୍ର କନ୍ୟାମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ଯାଇ, ସେମାନଙ୍କୁ ବଧ କରାଇବେ।
Odia Bible ERV 2004 (ପବିତ୍ର ବାଇବଲ)
“ଭାଇ ତା’ ନିଜ ଭାଇକୁ ବାପାମା ନିଜ ପିଲାପିଲିଙ୍କୁ ମରଣ ମୁଖକୁ ଠେଲିଦେବେ। ପିଲାମାନେ ନିଜ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ତାହାଙ୍କୁ ମାରି ପକାଇବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ।
Odia IRV 2017 (ଓଡିଆ ବାଇବେଲ)
ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಭಾವ್ ಅಪ್ನಾಚ್ಯಾ ಭಾವಾಕ್ನಿಚ್ ಜಿವಾನಿ ಮಾರುಕ್ ಮನುನ್ ಧರುನ್ ದಿತ್ಯಾತ್, ಅನಿ ಬಾಬಾ ಅಪ್ನಾಚ್ಯಾ ಪೊರಾಕ್ನಿ ಜಿವಾನಿ ಮಾರುಕ್ ಧರುನ್ ದಿತ್ಯಾತ್; ಪೊರಾ ತೆಂಚ್ಯಾ ಬಾಯ್-ಬಾಬಾಚ್ಯಾ ವರ್ತಿ ಹುರ್ಪಾಟಿ ಹೊತ್ಯಾತ್ ಅನಿ ತೆಂಕಾ ಜಿವಾನಿ ಮಾರುಕ್ ದಿತ್ಯಾತ್”.