Matthew 11:16 — Compare Translations
7 translations compared side by side
Odia - 1840
"ଏହି ଲୋକମାନଙ୍କ ବିଷୟ ରେ ମୁଁ କ'ଣ କହିବି। ସମାନେେ କେଉଁ ପ୍ରକାରର? ସମାନେେ ବଜାର ରେ ବସିଥିବା ପାଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
“ଏ ଯୁଗର ଲେଶକମାନଙ୍କୁ କାହା ସହିତ ତୁଳନା କରିବି? ସେମାନେ ବଜାର ମଝିରେ ବସି ଖେଳୁଥିବା ପିଲାମାନଙ୍କ ପରି। ଗୋଟିଏ ଦଳର ପିଲାମାନେ ଅନ୍ୟ ଦଳକୁ କହନ୍ତି,
Odia Bible ERV 2004 (ପବିତ୍ର ବାଇବଲ)
“ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಖರೆ ಅತ್ತಾಚ್ಯಾ ಕಾಲಾಚ್ಯಾ ಲೊಕಾಕ್ನಿ ಮಿಯಾ ಕಶ್ಯಾಕ್ ಸಮಾ ಕರು? ತೆನಿ ಬಾಜಾರಾತ್ ಬಸಲ್ಲ್ಯಾ ಪೊರಾಂಚ್ಯಾ ಸರ್ಕೆ, ಎಕ್ ತಾಂಡೊ ಅನಿ ಎಕ್ ತಾಂಡ್ಯಾಕ್ ಬೊಬ್ ಮಾರುನ್ ಸಾಂಗ್ತಾ.