Matthew 11:20 — Compare Translations

7 translations compared side by side

Odia - 1840
"ସେତବେେଳେ ଯୀଶୁ ଯେଉଁ ନଗରମାନଙ୍କ ରେ ଅଧିକାଂଶ ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡିକ କରିଥିଲେ, ସହେି ନଗରଗୁଡିକୁ ତିରସ୍କାର କଲେ। କାରଣ ସଠାେକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନଥିଲେ, କି ପାପ କରିବା ଛାଡି ନଥିଲେ,"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଶକ୍ତିର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରି ନ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ସହରଗୁଡ଼ିକରେ ଯୀଶଉ ତାଙ୍କର ଅଧିକାଂଶ ଅଲୌକିକ କାର୍ଯ୍ୟ କରିଥଲେ, ସେ ଅଞ୍ଚଳର ଲୋକେ ସେମାନଙ୍କ ପାପ ପାଇଁ ଅନୁତାପ ନ କରିବାର ଦେଖି, ଯୀଶୁ ସେହି ସହରଗୁଡ଼ିକୁ ତିରସ୍କାର କରି କହିଲେ,
Odia Bible ERV 2004 (ପବିତ୍ର ବାଇବଲ)
ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ,
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରି ନ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ಅಪ್ನಿ ಮೊಟಿ-ಮೊಟಿ ವಿಚಿತ್ರ್ ಕಾಮಾ ತ್ಯಾ ಶಾರಾತ್ನಿ ಕರಲ್ಲ್ಯಾನ್, ಜಾಲ್ಲ್ಯಾರ್‍ಬಿ ತ್ಯಾ ಶಾರಾನಿತ್ಲ್ಯಾ ಲೊಕಾನಿ ಅಪ್ನಾಚೆ ಮನ್ ದೆವಾಕ್ಡೆ ಪರ್‍ತುನತ್ತ್ಯಾನಿ. ಜೆಜುನ್ ತ್ಯಾ ಶಾರಾಕ್ನಿ ಖಂಡನ್ ಕರ್‍ಲ್ಯಾನ್.