Matthew 11:3 — Compare Translations

7 translations compared side by side

Odia - 1840
"ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କୁ ପଚାରିଲେ, ଯେଉଁ ବ୍ଯକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସହେି ବ୍ଯକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଯାଇ ଯୀଶୁଙ୍କୁ ପଚାରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହିଲେ, ଆପଣ କ’ଣ ସେହି? ନା, ଆମେ ଅନ୍ୟ କାହାର ଅପେକ୍ଷାରେ ରହିବୁ?”
Odia Bible ERV 2004 (ପବିତ୍ର ବାଇବଲ)
ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଯେଉଁ ବ୍ୟକ୍ତି ଆସିବେ ବୋଲି ଯୋହନ କହୁଥିଲେ, ଆପଣ ସେହି ବ୍ୟକ୍ତି ନା ଆମ୍ଭେ ଆଉ କାହାର ଆସିବା ପାଇଁ ଅପେକ୍ଷା କରିବୁ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
Odia IRV 2017 (ଓଡିଆ ବାଇବେଲ)
ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುವಾಂವಾಚ್ಯಾ ಶಿಸಾನಿ ಜೆಜುಕ್ಡೆ ಯೆವ್ನ್, ಜುವಾಂವಾನ್ ಯೆತಲೊ ಹಾಯ್ ಮನುನ್ ಸಾಂಗಟಲ್ಲೊ ಸುಟ್ಕಾದಿನಾರೊ ತಿಯಾಚ್ ಕಾಯ್, ಅಮಿ ಅನಿ ಎಕ್ಲ್ಯಾಚಿ ವಾಟ್ ಬಗುಚಿ? ಮನುನ್ ಅಮ್ಕಾ ಸಾಂಗ್. ಮಟ್ಲ್ಯಾನಿ.