Matthew 11:30 — Compare Translations
7 translations compared side by side
Odia - 1840
"ଯେଉଁ କାର୍ୟ୍ଯ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ଵାସ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ତୁମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ରଖିବି, ତାହା ବହନ କରିବାକୁ ସହଜ। ପୁଣି ତୁମକୁ ଯେଉଁ ଭାର ଦେବି, ତା’ ମଧ୍ୟ ବେଶ୍ ହାଲୁକା।”
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”
Odia IRV 2017 (ଓଡିଆ ବାଇବେଲ)
ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ಮಿಯಾ ತುಮ್ಕಾ ದಿತಲೊ ಜು ಲೈ ಸಸಾರಾಚೊ, ಅನಿ ಮಿಯಾ ತುಮ್ಚ್ಯಾ ವರ್ತಿ ವಾವ್ತಲೆ ವಜ್ಜೆ ಹಗ್ಗುರ್”.