Matthew 12:16 — Compare Translations

7 translations compared side by side

Odia - 1840
"କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ ରୂପେ ଆଜ୍ଞା ଦେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ରୋଗୀମାନଙ୍କୁ ସୁସ୍ଥଇ କରୁଥିଲେ, କିନ୍ତୁି ତାଙ୍କ ବିଷୟ;ର ଅନ୍ୟମାନଙ୍କୁ କିଛି ନ କହିବା ପାଇଁ ସେମାପଙ୍କୁ ଆଦେଶ ଦେଉଥଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ,
Odia IRV 2017 (ଓଡିଆ ବାଇବେଲ)
ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಅಪ್ನಾಚ್ಯಾ ವಿಶಯಾತ್ ದುಸ್ರ್ಯಾಕ್ನಿ ಸಾಂಗುನಕಾಸಿ ಮನುನ್ ಲೊಕಾಕ್ನಿ ತಾಕಿತ್ ದಿಲ್ಯಾನ್.