Matthew 12:21 — Compare Translations

7 translations compared side by side

Odia - 1840
"ସେଥି ରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।ୟିଶାଇୟ 42:1-4"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତାହାଙ୍କ ନାମରେ ବିଜାତିମାନେ ଭରସା ରଖିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ ଉପରେ ସବୁ ଜାତିର ଲୋକେ ଭରସା ରଖିବେ।”
Odia Bible ERV 2004 (ପବିତ୍ର ବାଇବଲ)
ସେଥିରେ ସବୁ ଲୋକେ ତାହାଙ୍କ ଉପରେ ଭରସା ରଖିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତାହାଙ୍କ ନାମରେ ଅଣଯିହୂଦୀମାନେ ଭରସା ରଖିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಸಗ್ಳಿ ಲೊಕಾ ತೆಚ್ಯಾ ವರ್‍ತಿ ಬರೊ ಬರೊಸೊ ಥವ್ನ್ ಘೆವ್ನ್ ರ್‍ಹಾತ್ಯಾತ್.