Matthew 13:26 — Compare Translations

7 translations compared side by side

Odia - 1840
"ଗହମ ଗଛ ବଢିଲା ଓ ସେଥି ରେ କେଣ୍ଡା ଫଳିଲା। ସତେିକି ବଳକେୁ ବାଳୁଙ୍ଗା ବି ଦଖାଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେତେବେଳେ ଗଛସବୁ ବଢ଼ି କେଣ୍ଡା ବାହାରିଲା, ମଝିରେ ବାଳୁଙ୍ଗା ଦେଖାଗଲା।
Odia Bible ERV 2004 (ପବିତ୍ର ବାଇବଲ)
ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା।
Odia IRV 2017 (ଓଡିଆ ବାଇବେଲ)
ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା,ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಝಾಡಾ ಮೊಟಿ ಹೊವ್ನ್ ಕನ್ಸಾ ಯೆವ್ನ್ ಪಿಕುಕ್ ತಯಾರ್ ಹೊಲ್ಲ್ಯಾ ತನ್ನಾ, ಕಳೆ ದಿಸುಕ್‍ ಲಾಗ್ಲೆ.