Matthew 13:27 — Compare Translations
7 translations compared side by side
Odia - 1840
"ସହେି ବ୍ଯକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, 'ତୁମ୍ଭେ ତ ଜମି ରେ ଭଲ ବୀଜ ବୁଣିଥିଲ, ତବେେ ଏତେ ବାଳୁଙ୍ଗା କମେିତି ଉଠିଲା?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଗୃହକର୍ତ୍ତାଙ୍କ ଦାସମାନେ ତାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ଲୋକର ହଳିଆମାନେ ଆସି କହିଲେ, ‘ଆ, ଆପଣ ତ କ୍ଷେତରେ ଭଲ ମଞ୍ଜି ବୁଣିଥିଲେ, ବାଳୁଙ୍ଗାଗୁଡା କୁଆଡ଼ୁ ଆସିଲା?’
Odia Bible ERV 2004 (ପବିତ୍ର ବାଇବଲ)
ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ‘ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?’
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ସାଆନ୍ତେ, ଆପଣ କ'ଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ିକ କେଉଁଠାରୁ ହେଲା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ಮಾನ್ಸಾಚಿ ಅಳಾ ಯೆಲಿ. ಅನಿ “ಧನಿಯಾಕ್, ತುಮ್ಚ್ಯಾ ಶೆತಾತ್ ತುಮಿ ಬರೆ ಭ್ಹಿಂಯ್ ಪೆರಲ್ಲ್ಯಾಶಿ ನ್ಹಯ್; ತರ್ ಕಳೆ ಖೈತ್ನಾ ಯೆಲೆ?” ಮನುನ್ ತ್ಯಾ ಮಾನ್ಸಾಕ್ ಇಚಾರ್ಲ್ಯಾನಿ.