Matthew 13:29 — Compare Translations
7 translations compared side by side
Odia - 1840
"କ୍ଷତମାଲିେକ ସମାନଙ୍କେୁ ମନାକରି କହିଲେ, 'ତୁମ୍ଭମାନେେ ବାଳିଙ୍ଗା ଉପାଡିଲା ବେଳେ ତା' ସହିତ ଗହମ ମଧ୍ଯ ଉପାଡି ଦବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁକରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମାଲିକ କହିଲେ, ‘ନା, ବାଳୁଙ୍ଗା ଉପାଡ଼ିବା ବେଳେ ହୁଏତ ଗହମ ଗଛ ଉପୁଡ଼ିଯିବ।
Odia Bible ERV 2004 (ପବିତ୍ର ବାଇବଲ)
“କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ କହିଲେ, ‘ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ କହିଲେ, ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಧನಿಯಾನ್ “ನಕ್ಕೊ ಕಳೆ ಉಪ್ಸುನ್ ಕಾಡ್ತಾನಾ, ಘವಾಚಿ ಝಾಡಾಬಿ ಉಪ್ಸುನ್ ಕಾಡ್ಸಿಲಾ,