Matthew 13:32 — Compare Translations

7 translations compared side by side

Odia - 1840
"ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ମଞ୍ଜିଟି ସବୁଠାରୁ ଛାଟ ହେଲେ ସୁଦ୍ଧା ସେଥିରୁ ଯେଉଁ ଗଛ ହେଲା, କ୍ଷେତରେ ଅନ୍ୟ ସବୁ ଗଛ ଅପେକ୍ଷା ଅଧିକ ଉଚ୍ଚ ଓ ଗହଳିଆ ହେଲା ଏବଂ ତା’ ଉପରେ ଚଢ଼େଇମାନେ ବସା ବାନ୍ଧିଲେ। ସ୍ୱର୍ଗରାଜ୍ୟର ବୃଦ୍ଧି ଏହିପରି।”
Odia Bible ERV 2004 (ପବିତ୍ର ବାଇବଲ)
ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାକଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି।”
Odia IRV 2017 (ଓଡିଆ ବାଇବେଲ)
ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାଗଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಭ್ಹಿಂಯ್ ಸಗ್ಳಾಂಚ್ಯಾನ್ಕಿ ಬಾರಿಕ್ ಖರೆ ತೆ ಮೊಟೆ ಹೊಲ್ಲ್ಯಾ ತನ್ನಾ ಸಗ್ಳ್ಯಾ ಝಾಡಾಂಚ್ಯಾನ್ಕಿ ಮೊಟೆ ಝಾಡ್ ಹೊತಾ. ತಸೆಮನುನ್ ಮಳ್ಬಾ ವೈಲಿ ಫಾಂಕ್ರಾ ಯೆತ್ಯಾತ್ ಅನಿ ತೆಚ್ಯಾ ಟಾಳಿಯಾಕ್ನಿ ಘಂಟೆ ಭಾಂದ್ತ್ಯಾತ್.” ಮಟ್ಲ್ಯಾನ್.