Matthew 13:39 — Compare Translations

7 translations compared side by side

Odia - 1840
"ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି କଟାଳିସବୁ ଦୂତମାନେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ଶତ୍ରୁ ବାଳୁଙ୍ଗା ବୁଣିଲା, ସେ ଶୟତାନ। ଅମଳ ସମୟ ହେଉଛି ଯୁଗାନ୍ତ କାଳ। ଶସ୍ୟକଟାଳୀମାନେ ହେଉଛନ୍ତ ସ୍ୱର୍ଗଦୂତ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ ‌‌କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ।
Odia IRV 2017 (ଓଡିଆ ବାଇବେଲ)
ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಕಳೆ ಪೆರ್‍ತಲೊ ದುಸ್ಮಾನ್ ಮಟ್ಲ್ಯಾರ್, ಗಿರೊ. ಸುಗ್ಗಿಚೊ ಕಾಲ್ ಮಟ್ಲ್ಯಾರ್ ಜಗಾಚೊ ಅಕ್ರಿಚೊ ಕಾಲ್. ಸುಗ್ಗಿಚ್ಯಾ ಕಾಲಾಚೆ ಕಾಮ್ಗಾರಿ ಮಟ್ಲ್ಯಾರ್, ದೆವಾಚಿ ದುತಾ.