Matthew 13:46 — Compare Translations
7 translations compared side by side
Odia - 1840
"ଦିନେ ସେ ଅତ୍ଯନ୍ତ ମୂଲ୍ଯବାନ ମାେତିଟିଏ ପାଇଗଲା, ସେ ଯାଇ ତାର ସମସ୍ତ ସମ୍ପତ୍ତି ବିକି ଅମୂଲ୍ଯ ମାେତିଟି କିଣିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ଵ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଗୋଟିଏ ଅତି ମୂଲ୍ୟବାନ ମୁକ୍ତର ସଦ୍ଧାନ ପାଇ ସେ ତା’ର ସମୟ ସମ୍ପତ୍ତି ବିକ୍ରୀ କରିଦେଇ ତାକୁ କିଣିଲା। ସ୍ୱର୍ଗରାଜ୍ୟ ସେହି ମୁକ୍ତା ପରି।
Odia Bible ERV 2004 (ପବିତ୍ର ବାଇବଲ)
ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା।”
Odia IRV 2017 (ଓଡିଆ ବାଇବେଲ)
ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆಕಾ ಬರಿಲಿ ಮೊತಿ ಗಾವ್ತಾ. ತನ್ನಾ ತೊ ಜಾವ್ನ್ ಅಪ್ನಾಚೆ ಸಗ್ಳೆ ಇಕ್ತಾ ಅನಿ ತಿ ಮೊತಿ ಇಕಾತ್ ಘೆತಾ”.