Matthew 13:48 — Compare Translations

7 translations compared side by side

Odia - 1840
"ଯେତବେେଳେ ଜାଲଟି ମାଛ ରେ ଭର୍ତ୍ତି ହାଇଗେଲା, କେଉଟମାନେ ଜାଲକୁ କୂଳକୁ ଟାଣି ଆଣିଲେ। ସମାନେେ ବସି ପଡି ଭଲ ଭଲ ମାଛ ବାଛି ଟୋକଇେ ରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ, ପୁଣି ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ, କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଜାଲ ପୂର୍ଣ ହୋଇଗଲେ କୂଳକୁ ଟାଣି ଆଣି ଭଲ ଭଲ ମାଛ ସବୁ ବାଛ ଟୋକେଇରେ ରଖନ୍ତୁ ଓ ଅଜାତିଆ ମାଛଗୁଡ଼ିକୁ ଫିଙ୍ଗି ଦିଅନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ।
Odia IRV 2017 (ଓଡିଆ ବାଇବେଲ)
ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦ ଗୁଡ଼ାକ ଫୋପାଡ଼ିଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಾಳೆ ಭರಲ್ಲ್ಯಾ ತನ್ನಾ ತೆನಿ ತೆ ಜಾಳೆ ವೊಡುನ್ ಭಾಯ್ರ್ ದಂಡೆಕ್ ಹಾನ್ತ್ಯಾತ್ ಅನಿ ಸಗ್ಳ್ಯಾ ಮಾಸೊಳ್ಯಾ ಎಗ್ಳುನ್ ಕಾಡ್ತ್ಯಾತ್. ಬರ್‍ಯಾ ಮಾಸೊಳ್ಯಾ ತೆಂಚ್ಯಾ ಭುಟ್ಟಿತ್ ಘಾಲ್ತ್ಯಾತ್ ಅನಿ ನಕ್ಕೊ ಹೊಲ್ಲ್ಯಾ ಮಾಸೊಳ್ಯಾ ಧುರ್ ಟಾಕುನ್ ಹೊತ್ಯಾತ್.