Matthew 13:5 — Compare Translations
7 translations compared side by side
Odia - 1840
"ଆଉ କିଛି ବୀଜ ପଥିରିଆ ଜାଗା ରେ ପଡିଗଲା। ସଠାେରେ ୟଥେଷ୍ଟ ମାଟି ନଥିଲା। ମାଟି ଗଭୀରିଆ ନଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ କେତେ ବରଜ ଅତି ଅଳ୍ପ ମାଟି ବହଳ ନ ଥିବାରୁ ବୀଜ ଶୀଘ୍ର ଅଙ୍କୁରିତ ହେଲା।
Odia Bible ERV 2004 (ପବିତ୍ର ବାଇବଲ)
ଆଉ କିଛି ବୀଜ ପଥୁରିଆ ଜାଗାରେ ପଡ଼ିଗଲା, ସେଠାରେ ଯଥେଷ୍ଟ ମାଟି ନ ଥିଲା, ମାଟି ଗଭୀରିଆ ନ ଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡ଼ିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
Odia IRV 2017 (ଓଡିଆ ବାଇବେଲ)
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಉಲ್ಲೆಸೆ ಭ್ಹಿಂಯ್ ಗುಂಡ್ಯಾಚೊ ತಳಾಪ್ ಹೊತ್ತ್ಯಾ ಜಿಮ್ನಿರ್ ಪಡ್ಲೆ ಥೈ ಮಾಟಿ ಲೈ ಪಾತೊಳ್ ಹೊತ್ತಿ. ಥೈ ವೈಲ್ಯಾ-ವೈರ್ ಮಾಟಿ ಹೊತ್ತಿ ತಸೆಮನುನ್ ಬಿ ಲಗ್ಗುನಾಚ್ ತೆ ಉಗಾವ್ಲೆ.