Matthew 13:57 — Compare Translations

7 translations compared side by side

Odia - 1840
"ସହେି ଲୋକମାନେ ଯୀଶୁଙ୍କ ସ୍ବୀକାର କଲନୋହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ଲୋକେ ସମ୍ମାନ ଦଅନ୍ତି। କିନ୍ତୁ ନିଜ ସହର ରେ ଓ ତାହାଙ୍କ ନିଜ ପରିବାର ରେ ଜଣେ ଭବିଷ୍ଯଦ୍ବକ୍ତା ସମ୍ମାନ ପାଏ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ଵପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା କହି ସେମାନେ ଯୀଶଉଙ୍କୁ ଉପେକ୍ଷା କଲେ। ଯୀଶୁ ସେମାନଙ୍କୁ କହିଲେ, “ଜଣେ ଭାବବାଦୀ ନିଜ ପରିବାର ଓ ଗ୍ରାମ ଛଡ଼ା ଅନ୍ୟ ସବୁଠାରେ ଆଦୃତ ହୁଅନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ। ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ସମ୍ମାନ ପାଏ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
Odia IRV 2017 (ଓଡିଆ ବାଇବେଲ)
ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ತ್ಯಾ ಲೊಕಾ ಜೆಜುಕ್ ಕಿಮ್ಮತ್ ದಿವ್ಕನ್ಯಾತ್. ತನ್ನಾ ಜೆಜುನ್ ತೆಂಕಾ, “ಅಪ್ನಾಚೆ ಗಾಂವ್ ಅನಿ ಅಪ್ನಾಚ್ಯಾ ಘರ್‍ಚ್ಯಾ ಲೊಕಾತ್ನಿ ಸೊಡುನ್ ಎಕ್ ಪ್ರವಾದಿ ಖೈಬಿ ಜಾಂವ್ದಿತ್, ಸಗ್ಳ್ಯಾಕ್ಡೆ ತೆಕಾ ತೆಚಿ ಮರ್‍ಯಾದ್ ಗಾವ್ತಾ.” ಮಟ್ಲ್ಯಾನ್.