Matthew 14:13 — Compare Translations

7 translations compared side by side

Odia - 1840
"ଯୀଶୁ ଯୋହନଙ୍କ ବିଷୟ ରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡି ଦେଲେ ଓ ଏକୁଟିଆ ଡଙ୍ଗା ରେ ବସି ଗୋଟିଏ ନିଛାଟିଆ ଜାଗାକୁ ଚାଲିଗଲେ। ଯୀଶୁ ଚାଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସମାନେେ ସ୍ଥଳ ପଥରେ ଚାଲି ଚାଲି ସଠାେରେ ଯାଇ ପହନ୍ଚିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ତାହା ଶୁଣି ସେଠାରୁ ଅନ୍ତର ହୋଇ ନୌକାରେ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ପ୍ରସ୍ଥାନ କଲେ । ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ପାଦ-ଗତିରେ ତାହାଙ୍କର ପଶ୍ଚାଦ୍ଗମନ କଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯୋହନଙ୍କ ଖବର ଶଉଣଇବା ମାତ୍ରେ ଯୀଶୁ ନୌକା ଚଢ଼ି ଗୋଟିଏ ନିର୍ଜନ ସ୍ଥାନକୁ ଗଲେ। ଯୀଶୁ ସେଠାକୁ ଯାଉଥିବାର ଜାଣଇପାରି ନିକଟବର୍ତ୍ତୀ ସହରମାନଙ୍କରୁ ଅନେକ ଲୋକ କୂଳେ କୂଳେ ଚାଲି ଯୀଶୁଙ୍କୁ ଅନୁସରଣ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ପାଞ୍ଚ ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ। ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍‍ଗମନ କଲେ;
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ । ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍‍ଗମନ କଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುಂವಾವಾಚಿ ಹಿ ಖಬರ್ ಆಯ್ಕಲ್ಲ್ಯಾ ತನ್ನಾ ಜೆಜು ಎಕ್ ಢೊನಿತ್ ಚಡ್ಲೊ. ಅನಿ ತೊ ಅಪ್ನಾಚ್ಯಾ ಎವ್ಡ್ಯಾಕ್ ಎಕ್ ಕೊನ್‍ಬಿ ನಸಲ್ಲ್ಯಾ ಜಾಗ್ಯಾಕ್ ಗೆಲೊ. ಹೆ ಆಯ್ಕಲ್ಲಿ ಲೊಕಾ ಅಪ್ನಾಚ್ಯಾ ಗಾವಾನಿತ್ನಾ ಯೆವ್ನ್ ಪಾಯ್ ವಾಟಾನಿ ಚಲುನ್ಗೆತ್ ಜೆಜುಚ್ಯಾ ಫಾಟೊ-ಫಾಟ್ ಜೆಜು ಹೊತ್ತ್ಯಾಕ್ಡೆ ಗೆಲಿ.