Matthew 14:24 — Compare Translations

7 translations compared side by side

Odia - 1840
"ସେତବେେଳକେୁ ହ୍ରଦ ଭିତ ରେ ଡଙ୍ଗା ଅନକେ ଦୂରକୁ ଚାଲିଯାଇଥିଲା। ଢେଉ ରେ ଧକ୍କା ଖାଇ ଡଙ୍ଗଟି ଟଳମଳ ହେଉଥିଲା। ଖୁବ୍ ଜାରେ ରେ ପ୍ରତିକୂଳ ପବନ ବହୁଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସନ୍ଧ୍ୟା ହେବା ବେଳକୁ ଯୀଶଉ ଦେଖିଲେ ନୌକାଟି ହ୍ରଦର ଅନେକ ଭିତରକୁ ଚାଲି ଯାଇଛି ଏବଂ ଜୋରରେ ପବନ ବହୁଥିବାରୁ ଲହରୀ ଧକ୍କାରେ ଟଳମଳ ହେଉଛି।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧ‌କ୍‌କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋ‌ର୍‌‌ରେ ପ୍ରତିକୂଳ ପବନ ବହୁଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತಿ ಢೊನ್ ಜಮಿನ್ ಸೊಡುನ್ ಸಮುಂದರಾತ್ ಸುಮಾರ್ ಭುತ್ತುರ್ ಪಾವಲ್ಲಿ. ವಾರೊ ಢೊನ್ ಜಾತಲ್ಯಾ ವಿರೊದ್ ದಿಕ್ಕಾಕ್ ಮಾರಿ ತಸೆಮನುನ್ ಲ್ಹಾಟಾತ್ನಿ ಗಾವುನ್ ಢೊನ್ ವೈರ್-ಖಾಯ್ಲ್ ಹೊಯ್.