Matthew 14:28 — Compare Translations

7 translations compared side by side

Odia - 1840
"ପିତର କହିଲେ, ପ୍ରଭୁ, ଏହା ଯଦି ତୁମ୍ଭେ, ତବେେ ମାେତେ ପାଣି ଉପରେ ଚାଲି ତୁମ୍ଭ ନିକଟକୁ ୟିବାକୁ ଆଦେଶ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ଶଉଣଇ ପିତର କହିଲେ, “ପ୍ରଭୁ, ଯଦି ସତରେ ଆପଣ ହୋଇଥାଆନ୍ତି, ପାଣଇ ଉପରେ ଚାଲି ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଦେଶ ଦିଅନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ପିତର କହିଲେ, “ପ୍ରଭୁ, ଏହା ଯଦି ତୁମ୍ଭେ, ତେବେ ମୋତେ ପାଣି ଉପରେ ଗ୍ଭଲି ତୁମ୍ଭ ନିକଟକୁ ଯିବାକୁ ଆଦେଶ ଦିଅ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪೆದ್ರುನ್,“ಧನಿಯಾ, ಖರೆಚ್ ತಿಯಾ ಹೊಯ್ ಹೊಲ್ಯಾರ್ ಪಾನಿಯಾ ವೈನಾ ಚಲುನ್ ತುಜೆಕ್ಡೆ ಯೆ ಮನುನ್ ಮಾಕಾ ಬಲ್ವು!” ಮಟ್ಲ್ಯಾನ್.