Matthew 14:30 — Compare Translations
7 translations compared side by side
Odia - 1840
"ପିତର ଯୀଶୁଙ୍କ ଆଡକୁ ପାଣି ଉପରେ ଚାଲିକରି ଯାଉଥିବା ସମୟରେ ଜୋର୍ ରେ ପବନ ବହୁଥିଲା। ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡି ୟିବାକୁ ଲାଗିଲେ। ସେ ପାଟି କରି ଡାକିଲେ, ପ୍ରଭୁ, ମାେତେ ରକ୍ଷା କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ପବନ ଜୋରରେ ବହିବାକୁ ଦେଖି ଭୟ ପାଇଲେ ଏବଂ ପାଣଇରେ ବୁଡ଼ ଯିବାକୁ ଲାଗିଲେ। ତେଣୁ ସେ ଚିତ୍କାର କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କରନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ପିତର ଯୀଶୁଙ୍କ ଆଡ଼କୁ ପାଣି ଉପରେ ଗ୍ଭଲିକରି ଯାଉଥିବା ସମୟରେ ଜୋର୍ରେ ପବନ ବହୁଥିଲା, ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡ଼ି ଯିବାକୁ ଲାଗିଲେ। ସେ ପାଟି କରି ଡାକିଲେ, “ପ୍ରଭୁ, ମୋତେ ରକ୍ଷା କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಭೊತ್ಯಾನಿ ಹೊತ್ತ್ಯಾ ಮೊಟ್ಯಾ ವಾರ್ಯಾಕ್ ಬಗುನ್ ತೊ ಭಿಂಯಾಲೊ ಅನಿ ಪಾನಿಯಾತ್ ಬುಡುಕ್ಲಾಲೊ. ಅನಿ,“ಧನಿಯಾ, ಮಾಕಾ ಹುರ್ವುನ್ ಘೆ!” ಮನುನ್ ಬೊಬ್ ಮಾರ್ಲ್ಯಾನ್.