Matthew 14:4 — Compare Translations

7 translations compared side by side

Odia - 1840
"େ ହରୋଦିଆ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର େ ହରୋଦଙ୍କୁ କହୁଥିଲେ, ତୁମ୍ଭେ େ ହରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠିକ୍ କାମ ନୁହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯୋହନ ତାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଳଦୀକ୍ଷାଦାତା ଯୋହନ ତାଙ୍କୁ କହିଥିଲେ, “ହେରୋଦଆକୁ ବିବାହ କରିବା ତୁମର ଠିକ୍ ହୋଇନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ହେରୋଦ ଯୋହନଙ୍କୁ ବନ୍ଦୀ କରିବାର କାରଣ ହେଲା, ଯୋହନ ବାରମ୍ବାର ହେରୋଦଙ୍କୁ କହୁଥିଲେ, “ତୁମ୍ଭେ ହେରୋଦିଆଙ୍କୁ ନିଜ ସ୍ତ୍ରୀ ଭାବରେ ରଖିବା ଠି‌କ୍‌ କାମ ନୁହେଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
Odia IRV 2017 (ଓଡିଆ ବାଇବେଲ)
କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ନିୟମସଙ୍ଗତ ନୁହେଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಉಲ್ಲೆಂದಾ ಜುವಾಂವ್ ಬಾವ್ತಿಸ್ ಹೆರೊದಾಕ್, “ತಿಯಾ ಹೆರೊದಿಯಾಸಾಕ್ಡೆ ನಗಿನ್ ಹೊತಲೆ ಖಾಯ್ದ್ಯಾಚ್ಯಾ ವಿರೊದ್ ಹಾಯ್”. ಮನುನ್ ಸಾಂಗುಕ್ ಲಾಗಲ್ಲೊ.