Matthew 14:8 — Compare Translations

7 translations compared side by side

Odia - 1840
"େ ହରୋଦିଆଙ୍କ ପ୍ରରୋଚନା ରେ ଝିଅ କହିଲା, ମାେତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳି ରେ ଆଣି ଏହିଠା ରେ ଦିଅନ୍ତୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା, ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ ମାଆର ମନ୍ତ୍ରଣା ଅନୁଯାୟୀ ଝିଅଟି କହିଲା, “ଜଳଦୀକ୍ଷାଦାତା ଯୋହନଙ୍କ ମୁଣ୍ଡଟି ଏଇଠି, ଏହିକ୍ଷଣି ଗୋଟିଏ ଥାଳୀରେ ରଖି ମୋତେ ଦିଅନ୍ତୁ।”
Odia Bible ERV 2004 (ପବିତ୍ର ବାଇବଲ)
ହେରୋଦିଆଙ୍କ ପ୍ରରୋଚନାରେ ଝିଅ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ଆଣି ଏହିଠାରେ ଦିଅନ୍ତୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ।
Odia IRV 2017 (ଓଡିଆ ବାଇବେଲ)
ଆଉ, ସେ ଆପଣା ମାଁ'ର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಅಪ್ನಾಚ್ಯಾ ಬಾಯ್‍ಕಡೆ ಇಚಾರುನ್ ಘೆಟ್ಲಿನ್. ತನ್ನಾ ತೆನಿ ರಾಜಾಕ್ಡೆ, “ ಹಿತ್ತೆ ಅತ್ತಾಚ್ ಮಾಕಾ ಜುವಾಂವ್ ಬಾವ್ತಿಸಾಚೆ ಟಕ್ಲೆ ಎಕ್ ಆಯ್ದಾನಾತ್ನಾ ಪಾಜೆ!” ಮನುನ್ ಮಾಗಟ್ಲಿನ್.