Matthew 15:10 — Compare Translations
7 translations compared side by side
Odia - 1840
"ଯୀଶୁ ସମବତେ ହାଇେଥିବା ଲୋକମାନଙ୍କୁ ଡାକିଲେ। ସେ ସମାନଙ୍କେୁ କହିଲେ, ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯୀଶୁ ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ;
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ ପରେ ଯୀଶୁ ଲୋକମାନଙ୍କୁ ଡ଼ାକି କହିଲେ, “ମନଦେଇ ଶୁଣ ଓ ବୁଝିବାକୁ ଚେଷ୍ଟା କର।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ସମବେତ ହୋଇଥିବା ଲୋକମାନଙ୍କୁ ଡାକିଲେ। ସେ ସେମାନଙ୍କୁ କହିଲେ, “ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, “ଶୁଣ ଓ ବୁଝ;
Odia IRV 2017 (ଓଡିଆ ବାଇବେଲ)
ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ ಲೊಕಾಂಚ್ಯಾ ತಾಂಡ್ಯಾಕ್ ಅಪ್ನಾಕ್ಡೆ ಬಲ್ವುಲ್ಯಾನ್. ಅನಿ “ಆಯ್ಕಾ ಅನಿ ಕಳ್ವುನ್ ಘೆವಾ!