Matthew 15:19 — Compare Translations

7 translations compared side by side

Odia - 1840
"କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ;
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ।
Odia Bible ERV 2004 (ପବିତ୍ର ବାଇବଲ)
କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଗ୍ଭର, ଯୌନାଗ୍ଭର, ଗ୍ଭେରି, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;
Odia IRV 2017 (ଓଡିଆ ବାଇବେଲ)
କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚ್ಯಾ ಮನಾತ್ನಾ ಬುರ್ಶ್ಯಾ ಯವ್ಜನ್ಯಾ ಅನಿ ತ್ಯಾ ಯವ್ಜನ್ಯಾ ತೆಕಾ, ಅನಿಎಕ್ಲ್ಯಾಕ್ ಜಿವಾನಿ ಮಾರಿ ಸರ್ಕೆ ಕರ್‍ತ್ಯಾತ್ ವೆಭಿಚಾರ್ ಕರಿ ಸರ್ಕೆ ಕರ್‍ತ್ಯಾತ್, ಅನಿ ಬುರ್ಶಿ ಕಾಮಾ ಕರಿ ಸರ್ಕೆ ಕರುಕ್ ಲಾವ್ತ್ಯಾತ್, ಚೊರಿ ಸರ್ಕೆ ಕರ್‍ತ್ಯಾತ್, ಝಟೆ ಬೊಲಿ ಸರ್ಕೆ ಕರ್‍ತ್ಯಾತ್ ಅನಿ ದುಸ್ರ್ಯಾಕ್ನಿ ಗಾಳಿಯಾ ದಿತಲೆ ಸರ್ಕೆ ಕರ್‍ತ್ಯಾತ್