Matthew 15:26 — Compare Translations
7 translations compared side by side
Odia - 1840
"ଯୀଶୁ କହିଲେ, ପିଲାମାନଙ୍କ ଖାଦ୍ଯନଇେ କୁକୁରଗୁଡିକୁ ଦଇଦେବୋ ଠିକ୍ କାମ ହବେନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ ପିଲାମାନଙ୍କର ଖାଦ୍ୟ ନେଇ କୁକୁର ଆଜରେ ପକେଇବା ଠିକ୍ ନୁହେଁ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠିକ୍ କାମ ହେବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେ ଉତ୍ତର ଦେଲେ, “ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।”
Odia IRV 2017 (ଓଡିଆ ବାଇବେଲ)
ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ತಿಕಾ,“ಪೊರಾಂಚೆ ಜೆವಾನ್ ಘೆವ್ನ್ ಕುತ್ರ್ಯಾಕ್ನಿ ಟಾಕ್ತಲೆ ಸಮಾ ನ್ಹಯ್.” ಮಟ್ಲ್ಯಾನ್.