Matthew 15:7 — Compare Translations
7 translations compared side by side
Odia - 1840
"ତୁମ୍ଭେ ସବୁ କପଟୀ। ୟିଶାଇୟ ତୁମ୍ଭମାନଙ୍କ ବିଷୟ ରେ ଠିକ୍ ଭାବରେ ଏହି ଭବିଷ୍ଯଦ୍ବାଣୀ କହିଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ଆରେ ଛଳ ଧାର୍ମିକ ଦଳ, ତୁମ୍ଭମାନଙ୍କ ସମ୍ପର୍କରେ ଯିଶାଇୟଙ୍କ ଭବିଷ୍ୟବାଣୀ କେଡ଼େ ଯଥାର୍ଥ:
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ସବୁ କପଟୀ! ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଠିକ୍ ଭାବରେ ଏହି ଭବିଷ୍ୟଦ୍ବାଣୀ କହିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,
Odia IRV 2017 (ଓଡିଆ ବାଇବେଲ)
ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕುಸ್ಡೆ ತುಮಿ! ಇಸಾಯಿಯಾ ಪ್ರವಾದ್ಯಾನ್ ದೆವ್ ತುಮ್ಚ್ಯಾ ವಿಶಯಾತ್ ಕಾಯ್ ಮನ್ತಾ ಮನುನ್ ಬರಬ್ಬರ್ ಪ್ರವಾದ್ ಕರ್ಲ್ಯಾನಾಯ್.