Matthew 16:10 — Compare Translations
7 translations compared side by side
Odia - 1840
"ସାତଟେି ରୋଟୀକୁ ଚାରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନକେ ଟୋକଇେ ରେ ଭର୍ତ୍ତି କରିଥିବା ବିଷୟ ରେ କହୁ ନଥିଲି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିମ୍ଵା ସେହି ଚାରି ହଜାର ଲୋକଙ୍କ ସାତୋଟି ରୋଟୀ, ପୁଣି କେତେ ବେତା ଉଠାଇଲ, ସେହିସବୁ କି ତୁମ୍ଭମାନଙ୍କର ସ୍ମରଣ ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ ଚାରି ହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ କଥା ମନେ ନାହିଁ? ସେତେବେଳେ କେତୋଟି ଟୋକେଇ ଭର୍ତ୍ତି କରିଥିଲେ?
Odia Bible ERV 2004 (ପବିତ୍ର ବାଇବଲ)
ସାତୋଟି ରୋଟୀକୁ ଗ୍ଭରିହଜାର ଲୋକ ଖାଇଥିବା କଥା ମନେ ପକାଅ। ଲୋକେ ଖାଇସାରିବା ପରେ ବଳକା ଅଂଶତକ ଅନେକ ଟୋକେଇରେ ଭର୍ତ୍ତି କରିଥିବା ବିଷୟରେ କହୁ ନ ଥିଲି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?
Odia IRV 2017 (ଓଡିଆ ବାଇବେଲ)
କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହି ସବୁ କି ତୁମ୍ଭର ମନେ ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಸಾತ್ ಭಾಕ್ರಿಯಾ ಚಾರ್ ಹಜಾರ್ ಲೊಕಾಕ್ನಿ ಮೊಡುನ್ ದಿಲ್ಲ್ಯಾ ತನ್ನಾ ಕಾಯ್ ಹೊಲೆ? ಕವ್ಡ್ಯಾ ಭುಟಿಯಾ ತುಮಿ ಭರಲ್ಲ್ಯಾಶಿ?” ಮನುನ್ ಇಚಾರ್ಲ್ಯಾನ್.