Matthew 16:19 — Compare Translations

7 translations compared side by side

Odia - 1840
"ସ୍ବର୍ଗରାଜ୍ଯର ଚାବିଗୁଡ଼ିକ ମୁଁ ତୁମ୍ଭକୁ ଦବେି। ତେଣୁ ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ ନ୍ଯାୟବିଗ୍ଭର କରିବ, ସହେି ନ୍ଯାୟ ବିଗ୍ଭର ପରମେଶ୍ବରଙ୍କର ନ୍ଯାୟ ବିଗ୍ଭର ହବେ। ଏ ପୃଥିବୀ ରେ ଯେତବେେଳେ ତୁମ୍ଭେ କ୍ଷମା ଦବେ, ସହେି କ୍ଷମା ପରମେଶ୍ବରଙ୍କର କ୍ଷମା ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ତୁମ୍ଭକୁ ସ୍ଵର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ଵର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ଵର୍ଗରେ ତାହା ମୁକ୍ତ ରହିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ମୁଁ ତୁମକୁ ସ୍ୱର୍ଗରେ ମଧ୍ୟ ସେଥିପାଇଁ ଅନୁମତି ମିଳିବ।”
Odia Bible ERV 2004 (ପବିତ୍ର ବାଇବଲ)
ସ୍ୱର୍ଗରାଜ୍ୟର ଗ୍ଭବିଗୁଡ଼ିକ ମୁଁ ତୁମ୍ଭକୁ ଦେବି। ତେଣୁ ଏ ପୃଥିବୀରେ ଯେତେବେଳେ ତୁମ୍ଭେ ନ୍ୟାୟବିଗ୍ଭର କରିବ, ସେହି ନ୍ୟାୟବିଗ୍ଭର ପରମେଶ୍ୱରଙ୍କର ନ୍ୟାୟବିଗ୍ଭର ହେବ। ଏ ପୃଥିବୀରେ ଯେତେବେଳେ ତୁମ୍ଭେ କ୍ଷମା ଦେବ, ସେହି କ୍ଷମା ପରମେଶ୍ୱରଙ୍କର କ୍ଷମା ହେବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।”
Odia IRV 2017 (ଓଡିଆ ବାଇବେଲ)
ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ತುಕಾ ಸರ್ಗಾಚ್ಯಾ ರಾಜಾಚ್ಯಾ ಚಾವಿಯಾ ದಿತಾ; ಜೆ ಖಲ್ಯಾಕ್ ತಿಯಾ ಹ್ಯಾ ಜಗಾತ್ ಪರವಾನ್ಗಿ ದಿತೆಯ್ ತೆಕಾ ಸರ್‍ಗಾ ವರ್‍ತಿಬಿ ಪರವಾನ್ಗಿ ದಿವ್ನ್ ಹೊತಾ. ಅನಿ ಜೆ ಖಲ್ಯಾಕ್ ತಿಯಾ ಹ್ಯಾ ಜಗಾತ್ ಪರ್‍ವಾನ್ಗಿ ದಿನೆಯ್ ತೆಕಾ ಸರ್‍ಗಾ ವರ್‍ತಿಬಿ ಪರ್‍ವಾನ್ಗಿ ದಿವ್ನ್ ಹೊಯ್ನಾ.” ಮನುನ್ ಸಾಂಗಟ್ಲ್ಯಾನ್.