Matthew 16:23 — Compare Translations

7 translations compared side by side

Odia - 1840
"ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋʼ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ଵରୂପ, କାରଣ ତୁମ୍ଭେ ଈଶ୍ଵରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ବୁଲିପଡ଼ି କହିଲେ, “ମୋ’ ଆଗରୁ ଦୁରେଇ ଯାଅ ଶୟତାନ, ମୋ’ ନାଇଁ ପ୍ରତିବନ୍ଧକ ହୁଅ ନାହିଁ। କାରଣ ତୁମର ଏହି ଚିନ୍ତା କେବଳ ମାନବିକ, ଐଶ୍ୱରିକ ନୁଡେଁ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜು ಪೆದ್ರುಕ್ಡೆ ಪರತ್ಲೊ. ಅನಿ,“ಸೈತಾನಾ; ಮಾಜೆಕ್ನಾ ಧುರ್ ಚಲ್! ತಿಯಾ ಮಾಜ್ಯಾ ವಾಟೆಕ್‍ ಎಕ್ ಅಡ್ಕಳ್ ಹೊವ್ಲೆ, ಕಶ್ಯಾಕ್ ಹೆ ತಿಯಾ ಯವಜ್ತಲೆ ದೆವಾಕ್ನಾ ಯೆವ್ಕ್ ‘ನಾ’ ಮಾನ್ಸಾಚ್ಯಾ ಸ್ವಬಾವಾತ್ನಾ ಯೆತಾ.” ಮಟ್ಲ್ಯಾನ್.