Matthew 16:26 — Compare Translations

7 translations compared side by side

Odia - 1840
"ଯଦି ଜଣେ ଲୋକ ନିଜ ଆତ୍ମାକୁ ହ ରଇେ ସାରା ସଂସାର ପାଏ, ତବେେ ସେଥି ରେ ତାହାର କି ଲାଭ ହବେ? ନିଜର ଆତ୍ମାକୁ ଥରେ ହ ରଇେ ପୁଣି ଥରେ କିଣିବା ପାଇଁ କହେି କବେେ ହେଲେ । ୟଥେଷ୍ଟ ଧନ ଦଇେ ପାରିବନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ଵା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
Odia BSI (ପବିତ୍ର ବାଇବଲ (CL) NT (BSI))
ଯଦି କେହି ସମଗ୍ର ଜଗତକୁ ଜୟ କରେ, କିନ୍ତୁ ନିଜ ଜୀବନକୁ ହରାଇଦିଏ, ତାହାର କି ଲାଭ ହେବ? ଜୀବନକୁ ଫେରି ପାଇବା ପାଇଁ ସେ ଆଉ କିଛି ଦେଇ ପାିରବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
Odia IRV 2017 (ଓଡିଆ ବାଇବେଲ)
ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೊಕಾನಿ ಹ್ಯೊ ಸಗ್ಳೊ ಜಗುಚ್ ಜಿಕುನ್ ಘೆವ್ನ್ ಅಪ್ನಾಚೊ ಜಿವ್ ನಾಸ್ ಕರುನ್ ಘೆಟ್ಲ್ಯಾರ್, ತೆಂಕಾ ಕಾಯ್ ತರ್ ಫಾಯ್ದೊ ಹಾಯ್ ಕಾಯ್? ಕಾಯ್ಬಿ ಫಾಯ್ದೊ ನಾ! ಕಳ್ದುಗೆಲ್ಲೊ ತೆಂಚೊ ಜಿವ್ ಅನಿ ಪರ್ತುನ್ ಘೆವ್ಕ್ ಮನುನ್ ದಿವ್ಕ್ ತೆಂಚೆಕ್ಡೆ ಕಾಯ್ಬಿ ರ್‍ಹಯ್ನಾ.