Matthew 17:14 — Compare Translations

7 translations compared side by side

Odia - 1840
"ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲୋକମାନଙ୍କ ପାଖକୁ ଫରେି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗ ରେ ଆଣ୍ଠୁ ମାଡ଼ି ପଡ଼ିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେମାନେ ଲୋକସମୂହ ନିକଟକୁ ଆସନ୍ତେ, ଜଣେ ଲୋକ ତାହାଙ୍କ ପାଖକୁ ଆସି ଆଣ୍ଠୋଇପଡ଼ି କହିଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଓ ତାଙ୍କ ଶିଷ୍ୟମାନେ ଲୋକ ଗହଳ ଭିତରକୁ ଫେରି ଆସିବା ପରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସି ଆଣ୍ଢଇ ପଡ଼ି କହଲା,
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା,
Odia IRV 2017 (ଓଡିଆ ବାଇବେଲ)
ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಅನಿ ಶಿಸಾ ಲೊಕಾಂಚ್ಯಾ ತಾಂಡ್ಯಾಕ್ಡೆ ಯೆಲ್ಲ್ಯಾ ತನ್ನಾ, ಎಕ್ ಮಾನುಸ್ ಜೆಜುಕ್ಡೆ ಯೆಲೊ ಅನಿ ಜೆಜುಚ್ಯಾ ಫಿಡ್ಯಾತ್ ಡೊಗ್ಲಾ ಘಾಟ್ಲ್ಯಾನ್.