Matthew 17:21 — Compare Translations
6 translations compared side by side
Odia - 1840
"(ଏହିଭଳି ଭୂତମାନେ କବଳେ ଉପବାସ ଏ ପ୍ରାର୍ଥନା ଦ୍ବାରା ବାହାରି ଯାଇ ଥାଆନ୍ତି।)"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
[କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରି ଯାଏ ନାହିଁ ।]
Odia Bible ERV 2004 (ପବିତ୍ର ବାଇବଲ)
(ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।)
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରିଯାଏ ନାହିଁ।”
Odia IRV 2017 (ଓଡିଆ ବାଇବେଲ)
[କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରିଯାଏ ନାହିଁ ।]
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಗ್ನಿ ಅನಿ ಉಪಾಸ್ ಸೊಡುನ್ ಅನಿ ಕೆಚ್ಯಾನ್ಬಿ ಅಸ್ಲ್ಯಾ ಗಿರ್ಯಾಕ್ನಿ ಬಾಯ್ರ್ ಘಾಲುಕ್ ಹೊಯ್ನಾ.