Matthew 17:4 — Compare Translations

7 translations compared side by side

Odia - 1840
"ଏହା ଦେଖି ପିତର ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠା ରେ ଅଛୁ। ଆପଣ ଚାହିଁଲେ ମୁଁ ଏଠା ରେ ତିନୋଟି ତମ୍ବୁ ଟାଣି ଦବେି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ଯୀଶୁଙ୍କୁ କହିଲେ, “କେଡ଼େ’ ସୁଖର କଥା, ଆଜି ଆମେ ଏଠାରେ ଅଛୁ। ଆପଣ ଯଦି ଇଚ୍ଛାକରନ୍ତୁି, ଏଠାରେ ମୁଁ ତିନୋଟି କୁଟୀର ନିର୍ମାଣ କରିବି। ଗୋଟିଏ ଆପଣଙ୍କ ପାଇଁ, ଅନ୍ୟ ଦୁଇଟି ମୋଶା ଓ ଏଲିୟଙ୍କ ପାଇଁ।”
Odia Bible ERV 2004 (ପବିତ୍ର ବାଇବଲ)
ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ಪೆದ್ರುನ್ ಜೆಜುಕ್,“ಧನಿಯಾ, ಅಮಿ ಹಿತ್ತೆ ಹೊತ್ತೆ ಕವ್ಡೆ ಬರೆ ಹಾಯ್! ತಿಯಾ ಸಾಂಗ್ಲ್ಯಾರ್ ಮಿಯಾ ಹಿತ್ತೆ ತಿನ್ ಝೊಪ್ಡಿ ಘಾಲ್ತಾ. ಎಕ್ ತುಕಾ ಎಕ್ ಮೊಯ್ಜೆಕ್, ಅನಿ ಎಕ್ ಎಲಿಯಾಕ್.” ಮಟ್ಲ್ಯಾನ್.