Matthew 17:8 — Compare Translations

7 translations compared side by side

Odia - 1840
"ଶିଷ୍ଯମାନେ ଉପରକୁ ଚାହିଁଲେ। ସମାନେେ ଯୀଶୁଙ୍କ ଛଡା ଆଉ କାହାରିକୁ ଦେଖିଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକି ଦେଖିଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ସେମାନେ ଉପରକୁ ଚାହିଁ ଯୀଶୁଙ୍କ ଛଡ଼ା ସେଠାରେ ଆଉ କାହାକୁ ଦେଖିଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆನಿ ವೈರ್ ಉಟುನ್ ಬಗಟ್ಲ್ಯಾನಿ ತನ್ನಾ ತೆಂಕಾ ಜೆಜು ಎಕ್ಲೊಚ್ ಸೊಡುನ್ ಅನಿ ಕೊನ್ಬಿ ದಿಸುಕ್ನಾ.