Matthew 18:12 — Compare Translations

7 translations compared side by side

Odia - 1840
"ଯଦି କୌଣସି ଲୋକର ଶ ହଟେି ମେଣ୍ଢା ଥାଆନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତବେେ ସହେି ଲୋକଟି ତାର ବାକି ଅନେଶ୍ବତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦଇେ ହଜିଯାଇଥିବା ମେଣ୍ଢାକୁ ଖାଜେିବାକୁ ୟିବନାହିଁକି? ତୁମ୍ଭେ କଣ ଭାବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେମାନେ କଅଣ ମନେ କର? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ବଣା ହୋଇଯାଏ, ତେବେ କଅଣ ଅନେଶ୍ଵତକୁ ପର୍ବତରେ ଛାଡ଼ି ସେ ଯାଇ ସେହି ବଣା ହୋଇଥିବା ମେଣ୍ଢାଟି ଖୋଜେ ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
“ତୁମେ କ’ଣ ଭାବୁଛ, ଯଦି ଜଣେ ଲୋକର ଶହେ ମେଣ୍ଢା ଥାଏ ଏବଂ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ କ’ଣ କରିବ? ଅନେଶତଟି ମେଣ୍ଢାଙ୍କୁ ପାହାଡ଼ ପାଖରେ ଚରିବାକୁ ଛାଡ଼ିଦେଇ ସେହି ହଜିଥିବା ମେଣ୍ଢାଟିକୁ ଖୋଜିବାକୁ ବାହାରିବ।
Odia Bible ERV 2004 (ପବିତ୍ର ବାଇବଲ)
“ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା’ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେମାନେ କଅଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କଅଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ?
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେମାନେ କ'ଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କ'ଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಸೆಂಬರ್ ಬಕ್ರಿ ಹೊತ್ತೊ ಮಾನುಸ್, ತ್ಯಾತುರ್‍ಲೆ ಎಕ್ ಬಕ್ರೆ ಕಳ್ದುನ್ ಗೆಲ್ಲ್ಯಾ ತನ್ನಾ, ತೊ ಕಾಯ್ ಕರ್‍ತಾ ಮನುನ್ ತುಮಿ ಮನ್ತ್ಯಾಶಿ? ಹುರಲ್ಲ್ಯಾ ನ್ಹವದಾ‍ರ್ ನ್ಹವ್ ಬಕ್ರ್ಯಾಕ್ನಿ ತೊ, ಚರ್‍ತಲ್ಯಾಕ್ಡೆ ಥೈಚ್ ಸೊಡ್ತಾ, ಅನಿ ಕಳ್ದುನ್ ಗೆಲ್ಲ್ಯಾ ಎಕ್ ಬಕ್ರ್ಯಾಕ್ ಹುಡ್ಕುಕ್ ಜಾತಾ.