Matthew 18:21 — Compare Translations
7 translations compared side by side
Odia - 1840
"ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଚାରିଲେ, ପ୍ରଭୁ, ମାେ ଭାଇ ଯଦି ମାେ ନିକଟରେ ବାରମ୍ବାର ଅପରାଧ କରେ, ତବେେ ମୁଁ ତାକୁ କେତେଥର ପର୍ୟ୍ଯନ୍ତ କ୍ଷମା ଦବେି? ମୁଁ କଣ ତାକୁ ସାତଥର ପର୍ୟ୍ଯନ୍ତ କ୍ଷମା ଦବେି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ପିତର ତାହାଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋʼ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
Odia BSI (ପବିତ୍ର ବାଇବଲ (CL) NT (BSI))
ଦିନେ ପିତର ଆସି ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଜଣେ ଭାଇ ମୋ’ ବିରୁଦ୍ଧରେ ବାରମ୍ବାର ଦୋଷ କରୁଥିଲେ, ତାକୁ ମୁଁ କେତେଥର କ୍ଷମା କରିବି? କ’ଣ ସାତଥର ଯାଏ?”
Odia Bible ERV 2004 (ପବିତ୍ର ବାଇବଲ)
ପାପ କ୍ଷମାର ଦୃଷ୍ଟାନ୍ତ ତା’ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪೆದ್ರು ಜೆಜುಕ್ಡೆ ಯೆಲೊ, ಅನಿ ಧನಿಯಾ, ಮಾಜೊ ಭಾವ್ ಚುಕ್ ಕರುನ್ಗೆತುಚ್ ರ್ಹಾಲ್ಯಾರ್, ಮಿಯಾ ಕವ್ಡೆಂದಾ, ತೆಕಾ ಮಾಪ್ ಕರುಚೆ? ಸಾತ್ ದಾ ಕಾಯ್ ಮನುನ್ ಇಚಾರ್ಲ್ಯಾನ್.