Matthew 18:26 — Compare Translations

7 translations compared side by side

Odia - 1840
"ଚ଼ାକରଟି ରାଜାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପ୍ରାର୍ଥନା କଲା, 'ଆପଣ ମାେ ପାଇଁ ର୍ଧୈୟ୍ଯବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରି ଶାଧେ କରି ଦବେି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେଣୁ ସେହି ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି ।
Odia BSI (ପବିତ୍ର ବାଇବଲ (CL) NT (BSI))
କର୍ମଚାରୀଟି ରାଜାଙ୍କ ଗୋଡ଼ ତଳେ ପଡ଼ି ଅନୁନୟ କରି କହିଲା, “ଆଉ ଟିକିଏ ଧୈର୍ଯ୍ୟ ଧରନ୍ତୁ ମଣିମା - ମୁଁ ଆପଣଙ୍କ ସମସ୍ତ ଋଣ ପରିଶୋଧ କରିଦେବି।”
Odia Bible ERV 2004 (ପବିତ୍ର ବାଇବଲ)
“ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ‘ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି।’
Odia IRV 2017 (ଓଡିଆ ବାଇବେଲ)
ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೊ ಆಳ್ ರಾಜಾಚ್ಯಾ ಪಾಯಾ ಪಡುನ್, "ಮಾಕಾ ಉಲ್ಲೊ ಎಳ್ ದಿ, ಮಿಯಾ ತುಮ್ಚೆ ರಿನ್ ಸಗ್ಳೆ ಫೆಡ್ತಾ! ಮನುನ್ ಮಾಗುನ್ಗೆತ್ ರಡುಲಾಲೊ.