Matthew 18:34 — Compare Translations

7 translations compared side by side

Odia - 1840
"ତାର ମାଲିକ ଖୁବ୍ ରାଗିଗଲେ। ଦଣ୍ଡ ଦବୋ ପାଇଁ ସେ ଚ଼ାକରକୁ କାରାଗାର ରେ ରଖିଲେ। ସମସ୍ତେ ଋଣ ପରିଶାଧେ କରା ନ ୟିବା ପର୍ୟ୍ଯନ୍ତ ଚ଼ାକରଟକୁ କାରାଗାର ରେ ରହିବାକୁ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ତାହାର ପ୍ରଭୁ କ୍ରୁଦ୍ଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ରାଜା ଖୁବ୍ ରାଗିଗଲେ ଓ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ଦଣ୍ଡ ଭୋଗିବା ପାଇଁ ତାକୁ ବନ୍ଦୀଶାଳାକୁ ପଠାଇ ଦେଲେ।”
Odia Bible ERV 2004 (ପବିତ୍ର ବାଇବଲ)
ତା’ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ।
Odia IRV 2017 (ଓଡିଆ ବାଇବେଲ)
ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ರಾಜಾಕ್ ಲೈ ರಾಗ್ ಯೆಲೊ, ಅನಿ ಸಗ್ಳೆ ರಿನ್ ಫೆಡಿ ಪತರ್ ತೆನಿ ತ್ಯಾ ಆಳಾಕ್ ಬಂಧಿಖಾನ್ಯಾತ್ ಘಾಟ್ಲ್ಯಾನ್.