Matthew 19:18 — Compare Translations
7 translations compared side by side
Odia - 1840
"ଲୋକ ଜଣକ ପଚ଼ାରିଲା, କେଉଁ ଆଦେଶ? ଯୀଶୁ ଉତ୍ତର ଦେଲେ, 'ତୁମ୍ଭେ କାହାରିକୁ ହତ୍ଯା କରିବ ନାହିଁ, ବ୍ଯଭିଚ଼ାର କରନାହିଁ, ଚେ଼ାରୀ କରନାହିଁ, ଅନ୍ୟ ଲୋକଙ୍କ ବିଷୟ ରେ ମିଛ କୁହନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ପଚାରିଲା, “କେଉଁସବୁ ଆଜ୍ଞା?” ଯୀଶୁ କହିଲେ, “ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ। ଚୋରି କର ନାହିଁ, କାହା ବିରୁଦ୍ଧରେ ମିଥ୍ୟା ଅଭିଯୋଗ କର ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?” ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, “ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ,
Odia IRV 2017 (ଓଡିଆ ବାଇବେଲ)
ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏହି ସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಖಲಿ ಹುಕುಮಾ?” ಮನುನ್ ತೆನಿ ಇಚಾರ್ಲ್ಯಾನ್ ತನ್ನಾ ಜೆಜುನ್,“ ಜಿವಾನಿ ಮಾರುನಕೊ, ವೆಭಿಚಾರ್ ಕರುನಕೊ, ಚೊರುನಕೊ, ಝುಟಿ ಸಾಕ್ಷಿ ಸಾಂಗುನಕೊ,